ଲୋକପାଳବିଲ ସାଧାରଣ ଜୀବନରେ ସ୍ଵଚ୍ଛତା ଆଣିବାରେ ସହାୟକ ହେବ ମୁଖ୍ୟମନ୍ତ୍ରୀ

images
ଭାରତର ପାର୍ଲିଆମେଣ୍ଟରେ ଲୋକପାଳବିଲ ଗୃହିତହେବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହିତ ଏହାକୁ ଏକ ଐତିହାସିକ ଘଟଣା ଭାବରେ ବର୍ଣ୍ଣନା କରିଛନ୍ତି । ସାଧାରଣ ଜୀବନରେ ସ୍ଵଚ୍ଛତା ଆଣିବାରେ ଏହି ଲୋକପାଳବିଲ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Share in top social networks!