ଲିଙ୍କନ ସୁବୁଦ୍ଧି ହେବେ ବିଜେଡ଼ିର କର୍ପୋରେଟର ପ୍ରାର୍ଥୀ

46379
ଦିଲ୍ଲୀର ବସ୍ତିଅଞ୍ଚଳରେ ବାଲ୍ୟବିବାହା ବିରୁଦ୍ଧରେ ସଂଗ୍ରାମ କରି ଦୁର୍ବୁତ୍ତଙ୍କ ଦ୍ଵାରା ମାଡ ଖାଇ ଗୁରୁତର ଭାବେ ଆହତ ହୋଇ ଚର୍ଚ୍ଚାକୁ ଆସିଥିବା ଓଡିଆ ଝିଅ ଲିଙ୍କନ ସୁବୁଦ୍ଧି ହେବେ ବିଜେଡ଼ିର କର୍ପୋରେଟର ପ୍ରାର୍ଥୀ । ଏଥିନେଇ ଦଳ ପକ୍ଷରୁ ତାଙ୍କୁ ଏହି ଅଫର ଦିଆଯାଇଥିବା ଜଣାପଡିଛି ।

Share in top social networks!
Powered By Indic IME