ସମୃଦ୍ଧ ଓଡ଼ିଶାକୁ ମିଳିଲା ଟର୍ଚ୍ଚ ଚିହ୍ନ

46257
ଆଗାମୀ ନିର୍ବାଚନ ପାଇଁ ସମୃଦ୍ଧ ଓଡିଶା ଦଳକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଟର୍ଚ୍ଚ ଲାଇଟ ଚିହ୍ନ ମିଳିଛି । ଆଗାମୀ ଲୋକସଭା ଓ ରାଜ୍ୟ ସଭା ନିର୍ବାଚନରେ ସମୃଦ୍ଧ ଓଡିଶା ଦଳର ପ୍ରାର୍ଥୀମାନେ ଏଣିକି ଟର୍ଚ୍ଚ ଚିହ୍ନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଦଳର ମହାସଚିବ ପ୍ରବୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!