ଚତୁର୍ଦ୍ଦଶ ଅର୍ଥ କମିଶନରଙ୍କ ଓଡିଶା ଗସ୍ତ

46177ଡକ୍ଟର ୱାଇ.ଭି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ଚତୁର୍ଦ୍ଦଶ ଅର୍ଥ କମିଶନ ଆସନ୍ତା ଡିସେମ୍ବର ୮ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶା ପରିଦର୍ଶନରେ ଆସୁଛନ୍ତି । ଏହି ପରିଦର୍ଶନ ସମୟରେ କମିଶନ ,ରାଜ୍ୟ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ,ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ,ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,ପଞ୍ଚାୟତ ଓ ପୌର ସଂସ୍ଥାମାନଙ୍କର ପ୍ରମୁଖ ପ୍ରତିନିଧି ତଥା ରାଜ୍ୟ ବାଣିଜ୍ୟ ବ୍ୟାପାର ପ୍ରତିନିଧି ମାନଙ୍କ ସହିତ ତା ୦୯.୧୨.୨୦୧୩ ରିଖ ଦିନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!