ଓଡିଶାକୁ ମିଳିଲା ୨୫୦କୋଟି

46169ଫାଇଲିନ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶାକୁ ଏକହଜାର ଏକହଜାର କୋଟିଟଙ୍କା କେନ୍ଦ୍ର ଦେବା ପାଇଁ ଘୋଷଣା କରିଥିବା ବେଳେ ଆଜି ଏନଡିଆରଏଫ୍ ରୁ ୨୫୦ କୋଟିଟଙ୍କା ପ୍ରଦାନ କରିଛନ୍ତି ।କେନ୍ଦ୍ର ସରକାର ଏହି ସ୍ୱଳ୍ପ ଅର୍ଥ ପ୍ରଦାନ କରିଥିବାରୁ ରାଜସ୍ଵମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହା ଓଡିଶା ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହା ସମୁଦ୍ରକୁ ଶଙ୍ଖେ ପଣା ଭଳି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Share in top social networks!