ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଡିଏ କର୍ମଚାରୀ ସମନ୍ଵୟ ସଂଗ୍ରାମ ସଂଘ ପକ୍ଷରୁ ଦାନ

images
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ଦାନ କରାଯାଇଛି ।ବିଡିଏ କର୍ମଚାରୀ ସମନ୍ଵୟ ସଂଗ୍ରାମ ସଂଘ ପକ୍ଷରୁ ପାଞ୍ଚଳକ୍ଷ ଅଠଚାଳିଶ ହଜାର ତେତିଶ ଟଙ୍କା ପ୍ରଦାନ କରାଯାଇଥିବା ବେଳେ କଟକ ସଦର ବିଧାୟକ ଶ୍ରୀ କାଳନ୍ଦି ବେହେରାଙ୍କ ନେତୃତ୍ଵରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ମା ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି କନ୍ଦରପୁର କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୁଇଲକ୍ଷ ଦୁଇ ହଜାର ୫୦୦ ଟଙ୍କା ,multifernous mines afecty celebration committee ପକ୍ଷରୁ ଦୁଇଲକ୍ଷ ଟଙ୍କା ଏବଂ ଭୁବନେଶ୍ଵର ବରମୁଣ୍ଡା ମହିଳା ସମିତି ପକ୍ଷରୁ ୫ହଜାରଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସମସ୍ତ ଦାତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!