ପଶ୍ଚିମ ଓଡିଶାର ୨୦ ଟି ପୌରପରିଷଦ ଅଧ୍ୟକ୍ଷ ନିର୍ବାଚନ ରେ ବିଜେଡ଼ି୧୭,ବିଜେପି ୧,କଂଗ୍ରେସ ୧ ଓ ସ୍ଵାଧୀନ ୧ରେ ବିଜୟ

46083
ପଶ୍ଚିମ ଓଡିଶାର ୯ଟି ଜିଲ୍ଲାର ୨୦ଟି ପୌରପରିଷଦ ର ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡ଼ି୧୭,ବିଜେପି୧, ଭାରତୀୟ ଜାତୀୟ କଂଗ୍ରେସ ୧ ଇ ସ୍ଵାଧୀନ ୧ ରେ ଜୟଲାଭ କରିଛନ୍ତି । ସମୁଦାୟ ୨୦ଟି ପୌରପରିଷଦ ରୁ ୧୫ଟି ରେ ମହିଳା ପୌରାଧ୍ୟକ୍ଷା ହୋଇଛନ୍ତି । ନିର୍ବାଚିତ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ହେଲେ;-
କ୍ରମିକ ସଂଖ୍ୟା- ପୌରପରିଷଦର ନାମ – ନିର୍ବାଚନ ଅଧ୍ୟକ୍ଷଙ୍କ ନାମ- ଦଳର ନାମ
୧- ପାଟଣାଗଡ ଏନ.ଏ.ସି –ଶ୍ରୀମତୀ ମାନସ ମଞ୍ଜରୀ ପାଣିଗ୍ରାହୀ –ବିଜେପି
୨-କଣ୍ଟାବାଞ୍ଜି ଏନ.ଏ.ସି –ଶ୍ରୀମତୀ ବିଦ୍ୟୁତଲତା ନାଗ-ବିଜେଡି
୩-ବରଗଡ ମ୍ୟୁନିସିପାଲିଟି-ଶ୍ରୀ ପ୍ରଶାନ୍ତ ବେହେରା-ବିଜେଡି
୪-ବରପାଲି ଏନ.ଏ.ସି –ଶ୍ରୀମତୀ ମୀନା ସେଠ୍-ଭାରତୀୟ ଜାତୀୟ କଂଗ୍ରେସ
୫-ପଦ୍ମପୁର ଏନ.ଏ.ସି –ଶ୍ରୀ ସିଦ୍ଧାର୍ଥ ସିଂହବରିହା-ବିଜେଡି
୬-ଦେବଗଡ ମ୍ୟୁନିସିପାଲଟି-ଶ୍ରୀମତୀ ଅନିତା ପାତ୍ର-ବିଜେଡି
୭-ବ୍ରଜରାଜନଗର ମ୍ୟୁନିସିପାଲଟି-ଶ୍ରୀ ନନ୍ଦ କିଶୋର ଅଗ୍ରୱାଲ-ବିଜେଡି
୮-ଝାରସୁଗୁଡା ମ୍ୟୁନିସିପାଲଟି –ଶ୍ରୀ ହରିଶ ଗଣତ୍ର-ବିଜେଡି
୯-ଭବାନୀପାଟଣା ମ୍ୟୁନିସିପାଲଟି –ଶ୍ରୀ ଆଦିତ୍ୟ ନନ୍ଦ-ବିଜେଡି
୧୦-କେସିଙ୍ଗା ଏନ.ଏ.ସି –ଶ୍ରୀମତୀ ଗୀତାଞ୍ଜଳି ବରିହା-ବିଜେଡି
୧୧-ଜୁନାଗଡ ଏନ.ଏ.ସି –ଶ୍ରୀମତୀ ବିଜୟଲକ୍ଷ୍ମୀ କନ୍ଦପନ –ବିଜେଡି
୧୩-ଖରିଆର ଏନ.ଏ.ସି-ଶ୍ରୀମତୀ ଖୁଲଣା ବେହେରା –ସ୍ଵାଧୀନ
୧୪-କୁଚିଣ୍ଡା ଏନ.ଏ.ସି –ମିସ୍ ରେବତୀ ବଳୁଆ-ବିଜେଡି
୧୫-ସୋନପୁର ମ୍ୟୁନିସିପାଲଟି –ଶ୍ରୀମତୀ ସୀମନ୍ତିନୀ ନାୟକ-ବିଜେଡି
୧୬-ବିନିକା ଏନ.ଏ.ସି –ଶ୍ରୀମତୀ ମମତା ମିଶ୍ର-ବିଜେଡି
୧୭-ତରଭା ଏନ.ଏ.ସି –ଶ୍ରୀମତୀ ମୋନିକାଲାଲ ଅଗ୍ରୱାଲ –ବିଜେଡି
୧୮-ବିରମିତ୍ରପୁର ମ୍ୟୁନିସିପାଲଟି-ଶ୍ରୀମତୀ ମଞ୍ଜୁ ଏକ୍କା-ବିଜେଡି
୧୯-ରାଜଗାଙ୍ଗପୁର ମ୍ୟୁନିସିପାଲଟି-ଶ୍ରୀମତୀ ସୁଶ୍ରୀତା ପାଇକରାୟ –ବିଜେଡି
୨୦-ସୁନ୍ଦରଗଡ ମ୍ୟୁନିସିପାଲଟି-ଶ୍ରୀ ବେଣୁଧର ତାଣ୍ଡିଆ –ବିଜେଡି

Share in top social networks!