ବିଶ୍ଵର ସର୍ବକନିଷ୍ଠ ସମୁଦ୍ରବୁଡାଳି ଙ୍କୁ ସେବାଗ୍ରାମ ଫାଉଣ୍ଡେସନ୍ ର ସମ୍ବର୍ଦ୍ଧନା

images (2)ବିଶ୍ଵର ସର୍ବକନିଷ୍ଠ ସମୁଦ୍ର ବୁଡାଳି ପ୍ରତୀକ ପଟ୍ଟନାୟକଙ୍କୁ ସେବାଶ୍ରମ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଅତିଥି ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ,ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ,ପ୍ରତୀକ ୨୦୧୩ରେ ଆଣ୍ଡାମାନଓ ନିକୋବର ସ୍ଥିତ ହାଉଲୋକ୍ ଦ୍ଵୀପପୁଞ୍ଜ ରେ ସମୁଦ୍ରର ୭୦ଫୁଟ୍ /୨୧ମିଟର ଗଭୀରତା କୁ ଯାଇ ଲିମକା ବୁକ୍ ଅଫ୍ ରେକର୍ଡସ୍ ରେ ପୃଥିବୀ ର ସର୍ବକନିଷ୍ଠ ସମୁଦ୍ର ବୁଡାଳି ଭାବେ ସ୍ଥାନ ପାଇଥିଲେ । ୨୦୧୩ରେ ପ୍ରତୀକ ଲାକ୍ଷାଦ୍ଵୀପରେ ସମୁଦ୍ରର ୧୦୦ଫୁଟ୍ ଗଭୀରତାକୁ ଯାଇ ନିଜ ରେକର୍ଡ ଭାଙ୍ଗିଛନ୍ତି ।

Share in top social networks!