ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାନ

45740
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ଦାନ କରାଯାଇଛି । ମାଡ୍ରାସ ଉତ୍କଳ ଆସୋସିଏସନ ପକ୍ଷରୁ୫ଲକ୍ଷ ଟଙ୍କା,OPEPA employees association ପକ୍ଷରୁ ଏକ ଲକ୍ଷ ଟଙ୍କା,ବିଜେବି କଲେଜ ପକ୍ଷରୁ ଏଲ ଲକ୍ଷ ୩୭ ହଜାର ଟଙ୍କା,ଭୁବନେଶ୍ଵର ।କଟକ ଓ ସୁକିନ୍ଦା ଷ୍ଟିୱାଟ ସ୍କୁଲ ପକ୍ଷରୁ ଦୁଇ ଲକ୍ଷ ତିନି ହଜାର ଚଉରାଳିଶି ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ସମସ୍ତ ଅନୁଷ୍ଠାନ ମାନଙ୍କୁ ସେମାନଙ୍କ ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!