ଏବର୍ଷ ୧୧ଟି ଜିଲ୍ଲାକୁ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା

44601
୪ଟି ଜିଲ୍ଲାର ୧୧ଟି ସ୍ଥାନକୁ ଚଳିତ ବର୍ଷ ନୂତନ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ବିଧାୟକ ଜିତୁ ପଟ୍ଟନାୟକଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ରଖି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି ଏହା ବିଧାନସଭାରେ ଜଣାଇଛନ୍ତି । ଏ ମଧ୍ୟରେ ଯାଜପୁର ଜିଲ୍ଲାର ଲାଙ୍ଗୁଡି,ଅଭିମନ୍ୟୁ ସାମନ୍ତସିଂହାର ପୀଠ,ନେଉଳପୁର-ତାରାପୁର-ଦେଉଳି-ପାନ୍ତୁରି,ବଜ୍ରଗିରି-ଗଲଗଲି ଶଙ୍ଖ –କଣ୍ଟିଗଡିଆ,କାୟମା-ରାଧାନଗର,ଓଳାଶୁଣି-ଗାଙ୍ଗିହିଲ,କେନ୍ଦ୍ରାପଡାର ଗଦାଧର ପୀଠ,କର୍ତ୍ତେଶ୍ଵର ମଠ,କଟକର ମଣିନାଗ,ଗୁମ୍ଫା-ଜାଉଲୁକା ହିଲ୍,ଖୋର୍ଦ୍ଧାର ଜରିପୁଟସ୍ଥିତ ସଙ୍କଟମୋଚନ ମହାବୀର ମନ୍ଦିର,ଜାଗୁଳିପାଟଣାର ଅନନ୍ତ ପୁରୁଷୋତ୍ତମ ଦେବ ରହିଛି ।

Share in top social networks!