ରଥ ପ୍ରସ୍ତୁତ, ଆଜି ତିନି ଠାକୁର ମାଉସୀମା ଘର ଯିବେ

ବିଶ୍ବ ପ୍ରସିଦ୍ଧ ରଥ  ଯାତ୍ରା ନୀମନ୍ତେ ସମସ୍ତ ପ୍ରସ୍ତୁତ ପ୍ରଶାସନ ପକ୍ଷରୁ ସରିଚ୍ଚି। ଆଜି ତିନି ଠାକୁର  ମାଉସୀମା ଘର ଯିବେ। ଭାବର ବିନୋଦିଆ  ମହାପ୍ରଭୁ ଜଗ୍ଗନାଥ, ବଳଭଦ୍ର, ଶୁଭଦ୍ରାଙ୍କୁ ରଥରେ ଟାଣି ଟାଣି ନେବା ପାଇଁ ଭକ୍ତ ମାନେ ପ୍ରସ୍ତୁତ ହୋଇ ଯାଇଛନ୍ତି।

ଭକ୍ତମାନଙ୍କ ସମଗମ ଦେଖୀ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାର ଯାବତିୟ ପଦକ୍ଷେପ ନିଆଯାଇଛି। ଏବେ ରଥ  ପ୍ରସ୍ତୁତ, ସାରଥି   ପ୍ରସ୍ତୁତ, ସମସ୍ତେ  ପ୍ରସ୍ତୁତ କେବଳ ରଥ ଟଣା ଉପରେ ରହିଛି ସମସ୍ତଙ୍କର ନଜର। ସେହିପରି ରଥ ଟଣା ପାଇଁ ରାଜ୍ୟର ପ୍ରମୁଖ ସହରମାନଙ୍କରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ  ସରିଚ୍ଚି।

Share in top social networks!