cmbook

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଉନ୍ମୋଚିତ

ଭୂବନେଶ୍ଵର, September 18, 2014 (Odishan.com): ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଦ୍ୱାରା ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ରଚିତ ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ୧୫୦୦ପୃଷ୍ଟା ବିଶିଷ୍ଟ ୨ଖଣ୍ଡରେ ପ୍ରକାଶିତ ଏହି ବହି ଡଃ ପଟ୍ଟନାୟକଙ୍କଦ୍ୱାରା ୫୦ବର୍ଷ ଧରି ବିଭିନ୍ନ ସେମିନାର ଆଦିପାଇଁ ଭାଷାବିଜ୍ଞାନ ସମ୍ବନ୍ଧୀତ ଲେଖିଥିବା ପ୍ରବନ୍ଧଗୁଡିକର ସମାହାର । ବହୁଭାଷିକତା … କ୍ରମଶଃ...

ବୀରମିତ୍ରପୁର ଠାରୁ ବାରକୋଟ ପର୍ଯ୍ୟନ୍ତ ରାଜପଥ ନିର୍ମାଣରେ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଭେଟିଲେ ଜୁଏଲ

ଭୂବନେଶ୍ଵର, September 17, 2014 (Odishan.com): ଜାତୀୟ ରାଜପଥ ୧୪୩ ଅନ୍ତର୍ଗତ ବୀରମିତ୍ରପୁର ଠାରୁ ବାରକୋଟ ପର୍ଯ୍ୟନ୍ତ ୧୨୬ କି.ମି ବ୍ୟାପି ୪ ଲାଇନ୍‌ ବିଶିଷ୍ଟ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କେନ୍ଦ୍ରର ଭୁପୃଷ୍ଠ ଓ ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ … କ୍ରମଶଃ...

ଦ୍ରେନିକ ‘ଶ୍ରୁତି’ର ଚତୁର୍ଥ ସ୍ବନକ୍ଷେତ୍ର ଉତ୍ସବରେ ବକ୍ତାମାନଙ୍କ ମତ ଗଣମାଧ୍ୟମ ସମାଜକୁ ସତ୍‍ମାର୍ଗରେ ପରିଚାଳିତ କରୁ

ଭୂବନେଶ୍ଵର, September 16, 2014 (Odishan.com): ସମାଜ ଉପରେ ସମ୍ବାଦ ପତ୍ର ତଥା ଗଣମାଧ୍ୟମର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ କରି ହେଉଛି । ରାଜନୀତି ଠାରୁ ଆରମ୍ଭ କରି ସାଧାରଣ ଜୀବନରେ ଗଣମାଧ୍ୟମର ପ୍ରଭାବ ପରିଲକ୍ଷିତ ହେଉଛି । ସମାଜକୁ ଗଣମାଧ୍ୟମ ଯେଉଁ ବାଟରେ କଢାଇ ନେବ, ସମାଜ ସେହି ମାର୍ଗରେ ପରିଚାଳିତ ହେବ । ଲୋକମାନଙ୍କ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ … କ୍ରମଶଃ...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ

ଭୂବନେଶ୍ଵର, September 16, 2014 (Odishan.com): କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଜି ଖୋର୍ଦ୍ଧାଜିଲ୍ଲା ଗସ୍ତ ଅବସରରେ ଜଟଣୀ ଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ବିପୁଳ ସମ୍ବର୍ନ୍ଧନା ଦିଆଯାଇଥିଲା । ଜଟଣୀ ଠାରେ ଥିବା ହନୁମାନ ବାଟିକା ପରିସରରେ ମନ୍ତ୍ରୀ ଓରାମ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେଇ ସେଠାରେ ଚାରା ରୋପଣ … କ୍ରମଶଃ...

ତେଲେଙ୍ଗାନାରେ ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଶ୍ରମ ମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ଭୂବନେଶ୍ଵର, September 16, 2014 (Odishan.com): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଳରୁ ବିଶେଷ କରି ମାର୍ଶାଘାଇ ଏବଂ ମହାକାଳପଡା ବ୍ଲକ୍‌ ଅଳରୁ ତେଲେଙ୍ଗାନାର ଦିପିକା କନଷ୍ଟ୍ରକ୍ସନକୁ କାମ କରିବା ନିମନ୍ତେ ପ୍ରାୟ ୪୦ ଜଣ ଶ୍ରମିକ ୪ ମାସର ଅଧିକ ହେବ ଯାଇଥିଲେ । ସେମାନଙ୍କୁ ସେଠାରେ ନିର୍ଯ୍ୟାତିତ କରାଯାଉଥିବା ଏବଂ ନିଜ ନିଜ ଘରକୁ ଫେରିବାର ସୁଯୋଗ ଦିଆଯାଉନଥିବାର ଅଭିଯୋଗ ହୋଇଛି … କ୍ରମଶଃ...